
We are here to help!
UTSE-2023 Results
Download Certificates here
Cut-off mark for merit certificate for all classes- 20
Online Summer Camps
Class VIII (UTSE-2023 for VII): June 1-5 , 2023
(ଅନିବାର୍ଯ୍ୟ କାରଣ ହେତୁ ୯ ମ ଶ୍ରେଣୀର ଅନ୍ ଲାଇନ କ୍ୟାମ୍ପ ଓ ଶେଷ ପର୍ଯ୍ୟାୟ ପରୀକ୍ଷା ପୂଜା ଛୁଟି ରେ କରାଯିବ । ସଠିକ ସମୟରେ ତାହାର ବିସ୍ତୃତ ବିବରଣୀ ପ୍ରକାଶ ପାଇବ )
୮ମ ଶ୍ରେଣୀ (ଓଡିଆ ମାଧ୍ୟମ) ଭୌତିକ ବିଜ୍ଞାନରେ ଅନ୍- ଲାଇନ ଜୁମ(zoom) ଲାଇଭ -(live) ୟୁଟ୍ୟୁବ୍ (YouTube) ଭିଡିଓ କ୍ଲାସ
(କେବଳ ମେଧାବୀ ପିଲାଙ୍କ ପାଇଁ)
(01.06.2023 - 04.06.2023)
Everyday 6.00 AM - 8.30 AM(two classes)
Topics:
1. ରସାୟନ ବିଜ୍ଞାନ : ମୌଳିକମାନଙ୍କର ପ୍ରତୀକ, ପରମାଣୁ, ଅଣୁ, ବିଦ୍ୟୁତ ଓ ସହସଂଯୋଜ୍ୟ ଯୌଗିକ, ଯୌଗିକ ମାନଙ୍କର ସଙ୍କେତ ଲିଖନ, ରାସାୟନିକ ସମୀକରଣ ଲିଖନ ଓ ତାହାର ସମତୁଲ, ପରମାଣୁ ସଂଖ୍ୟା, ବସ୍ତୁତ୍ଵ ସଂଖ୍ୟା, ଆୟନ, ରାସାୟନିକ ସମୀକରଣ ଓ ତାହାର ସମତୁଲ, ଯୋଗକାରୀ, ଦୈତ-ବିସ୍ଥାପନ, ଏକ-ବିସ୍ଥାପନ , ପ୍ରଶମନିକରଣ, ତାପୀୟ ବିଘଟନ ପ୍ରତିକ୍ରିୟା, ପାରମାଣବିକ ବସ୍ତୁତ୍ଵ, ଆଣବିକ ବସ୍ତୁତ୍ଵ, ଆଇସୋଟୋପ୍ ଇତ୍ୟାଦି ।
2. ଭୌତିକ ବିଜ୍ଞାନ: ଦୂରତା ଓ ବିସ୍ଥାପନ, ସଦିଶ ଓ ଅଦିଶ ରାଶି, ଗତି, ବେଗ, ପରିବେଗ, ବଳ, ବଳଗତି ସମୀକରଣ, ତ୍ୱରଣ, ନିଉଟନ୍ ଙ୍କ ବଳଗତି ନିୟମ, ଜଡତା, ଓଜନ, ସଂବେଗ, ତରଳ ଓ ଗାସୀୟ ପଦାର୍ଥର ଚାପ, ବାୟୁମଣ୍ଡଳୀୟ ଚାପ ଇତ୍ୟାଦି ।
UTSE-2023 ରେ ଯୋଗ୍ୟ ବିବେଚିତ ପିଲା ଓ ଅନ୍ୟ ଯେ କୌଣସି ମେଧାବୀ ପିଲା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ । 9437064155 ରେ ଯୋଗାଯୋଗ କରନ୍ତୁ ।
Links(class VIII)
Day-3 (3rd June 2023)-Lecture-1 (6.00 - 7.00 AM):
Zoom link:
https://us02web.zoom.us/j/84886528049?pwd=VXg4cytDSFRaVE01UHZubG41blJ3QT09
YouTube Link:
https://youtube.com/live/MbbtMYp-hbg?feature=share
Day-3 (3rd June 2023)-Lecture-2 (7.30 - 8.30 AM):
Zoom link:
https://us02web.zoom.us/j/87149730161?pwd=M0lSbEZXd29KZ21kdGJZRUc3UkI1dz09
YouTube Link:
Final UTSE-2023 & Award Ceremony for class X and VIII(25.06.2023)
ଶେଷ ପର୍ଯ୍ୟାୟ ପରୀକ୍ଷା ଜୁନ ୨୫ ତାରିଖ ଦିନ ୧୨ଟା ରେ The Uranium ସେଣ୍ଟର, Friends Colony, Cuttack-753001 ରେ ରେ ଅନୁଷ୍ଠିତ ହେବ । ସେହି ଦିନ ୩ ଟା ରେ ଏହି ପରୀକ୍ଷାର ଫଳାଫଳ ପ୍ରକାଶ କରାଯିବ ଓ କୃତୀ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ବିତରଣ କରାଯିବ । ସବିଶେଷ ବିବରଣୀ ପରେ ପ୍ରକାଶ ପାଇବା । ଅର୍ଥ ପୁରସ୍କାର ପାଇଁ ପରୀକ୍ଷାରେ ୬୦% ରୁ ଅଧିକ ସ୍କୋର୍ ରହିବା ଆବଶ୍ୟକ (N.B: For Class IX, this will be held in Puja vacation)